ନୀତୀଶଙ୍କ ରୢାଲି‌ରେ ‘ଲାଲୁ ଜିନ୍ଦାବାଦ୍‌’ ସ୍ଲୋଗାନ୍‌, ହଠାତ୍‌ ରାଗିଗଲେ ନୀତୀଶ

ନିତିଶଙ୍କ ଜନସଭାରେ ବାଣ ଫୁଟାଇ ଯୁବକ ଗିରଫ

Moneycontrol

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ସରନ୍‌ ଜିଲ୍ଲାରେ ଏକ ନିର୍ବାଚନୀ ରୢାଲିରେ ଉଦ୍‌ବୋଧନ ଦେବା ସମୟ‌ରେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ନୀତୀଶଙ୍କ ରୢାଲିରେ କିଛି ଲୋକ ହଠାତ୍‌ ଆର୍‌ଜେଡି ମୁଖ୍ୟ ଲାଲୁ ଯାଦବଙ୍କ ସପକ୍ଷରେ ସ୍ଲୋଗାନ୍‌ ଦେଇଥିଲେ। ‘ଲାଲୁ ଜିନ୍ଦାବାଦ୍‌’ କହି ହଠାତ୍‌ କିଛି ଲୋକ ଚିତ୍କାର କରି ଉଠିଥିଲେ। ଫଳରେ ନୀତୀଶ ତାଙ୍କ କ୍ରୋଧ ସମ୍ଭରଣ କରିପାରି‌ନଥିଲେ। ରାଗରେ ନୀତୀଶ କହିଥିଲେ ‘ଷ୍ଟପ୍‌ ଦିସ୍‌ ନନ୍‌ସେନ୍ସ’। ନୀତୀଶ ଲୋକମାନଙ୍କୁ ଏଭଳି କାର୍ଯ୍ୟରେ ନିୟୋଜିତ ନହେବା ପାଇଁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe