ରାହୁଲ ଗାନ୍ଧୀଙ୍କୁ ଦୀପିକା ପ୍ରଶଂସା କରୁଥିବା ଭିଡିଓ ଭାଇରାଲ

ରାହୁଲ ଗାନ୍ଧୀଙ୍କୁ ଦୀପିକା ପ୍ରଶଂସା କରୁଥିବା ଭିଡିଓ ଭାଇରାଲ

ABP Live - ABP News

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ଏକ ପୁରୁଣା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦୀପିକା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ଦୀପିକା କହିଛନ୍ତି, ରାହୁଲ ଗାନ୍ଧୀ ଆମ ଦେଶ ପାଇଁ ଯାହା କରୁଛନ୍ତି, ମୁଁ ଭାବୁଛି ତାହା ଆମ ଯୁବପିଢ଼ିଙ୍କ ପାଇଁ ଶ୍ରେଷ୍ଠ ଉଦାହରଣ। ଦିନ ଆସିବ, ସେ ଦେଶର ପ୍ରଧାନମନ୍ତ୍ରୀ ହେବ‌େ। ସେ ଦେଶର ଯୁବପିଢ଼ିଙ୍କ ସହ ଅଧିକ ଜଡ଼ିତ। ତାଙ୍କ ଚିନ୍ତା ଓ ବିଚାରଧାରା ପାରମ୍ପରିକ କିନ୍ତୁ ଭବିଷ୍ୟ ଉପଯୋଗୀ। ଦୀପିକାଙ୍କୁ ଏନ୍‌ସିବି ଡ୍ରଗ୍‌ସ୍‌ କାରବାର ନେଇ ଶନିବାର ସାଢ଼େ ୫ଘଣ୍ଟା ‌ଜେରା କଲା ପରେ ଏହି ଭିଡିଓ ଭାଇରାଲ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe