ମୁମ୍ବାଇ: ଦୁଇ ପୃଥକ୍‌ ଅଗ୍ନିକାଣ୍ଡରେ ତିନି ମୃତ

ମୁମ୍ବାଇ: ଦୁଇ ପୃଥକ୍‌ ଅଗ୍ନିକାଣ୍ଡରେ ତିନି ମୃତ

Image Courtesy of TOI

ନୂଆଦିଲ୍ଲୀ: ଗୁରୁବାର ଦିନ ନଓ୍ଵି ମୁମ୍ବାଇ ଅନ୍ତର୍ଗତ ଏୟାରୋଲି ସେକ୍ଟର-୩ସ୍ଥିତ ଏକ କସ୍‌ମେଟିକ୍‌ ଦୋକାନରେ ନିଅାଁ ଲାଗିଯିବାରୁ ଦୁଇ ଜଣଙ୍କର ଜୀବନ ହାନି ଘଟିଛି। ସେମାନେ ହେଉଛନ୍ତି ମାଆ ଓ ଝିଅ।

ଘଟଣାସ୍ଥଳକୁ ଦୁଇଟି ଦମକଳ ଯାଇ ଘଣ୍ଟାଏ କାଳ ପରିଶ୍ରମ କରିବା ପରେ ନିଅାଁ ଲିଭାଇ ଥିଲେ।

ଏ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

ଆନ୍ଧେରିସ୍ଥିତ ମିତ୍ତଲ୍‌ ଇଷ୍ଟେଟ୍‌ ବିଲ୍‌ଡିଙ୍ଗ୍ସ ଅନ୍ତର୍ଗତ ଏକ ଗୋଦାମରେ ନିଅାଁ ଲାଗିଯିବାରୁ ଜଣକର ମୃତ୍ୟୁ ହୋଇଛି। ମୃତବ୍ୟକ୍ତି ହେଉଛନ୍ତି ୩୦ ବର୍ଷିୟ ପ୍ରଦୀପ ବିଶ୍ୱକର୍ମା। ଡାକ୍ତରଖାନାକୁ ନିଆଯିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe