ଜଣେ ଭାରତୀୟଙ୍କ ସମେତ ୩ ବିଦେଶୀଙ୍କୁ ହତ୍ୟା

Advertisment
ଜଣେ ଭାରତୀୟଙ୍କ ସମେତ ୩ ବିଦେଶୀଙ୍କୁ ହତ୍ୟା

Stabroek News

କାବୁଲ୍‌: ଆଫଗାନିସ୍ତାନ ରାଜଧାନୀ କାବୁଲ୍‌ରେ ଆଜି ଆତଙ୍କବାଦୀମାନେ ଜଣେ ଭାରତୀୟ ନାଗରିକଙ୍କ ସମେତ ୩ ଜଣ ବିଦେଶୀ ନାଗରିକଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି। ସମସ୍ତ ବିଦେଶୀ ନାଗରିକ କାବୁଲ୍‌ସ୍ଥିତ ଅନ୍ତର୍ଜାତୀୟ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନି ସୋଡେକ୍ସୋରେ କାମ କରୁଥିଲେ। ବିଶ୍ୱର ଏହି ଦ୍ୱିତୀୟ ବୃହତ୍ତମ ଫୁଡ୍‌ ଆଣ୍ଡ କ୍ୟାଟରିଙ୍ଗ ସର୍ଭିସ୍‌୍‌ କମ୍ପାନିରେ ଉକ୍ତ ୩ଜଣ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ସୂଚନାନୁଯାୟୀ, ଅପହରଣ ପରେ ହତ୍ୟାର ଶିକାର ହୋଇଥିବା ଏହି ବିଦେଶୀଙ୍କ ମଧ୍ୟରୁ ଜଣେ ଭାରତୀୟ ନାଗରିକ, ଜଣେ ମାଲେସିଆ ନାଗରିକ ଏବଂ ଅନ୍ୟ ଜଣେ ମାସିଡୋନିଆର ନାଗରିକ। ୩ ଜଣ ନାଗରିକଙ୍କୁ କାବୁଲ୍‌୍‌ର ପୁଲ୍‌-ଏ-ଚର୍ଖି ନିକଟରୁ ଅପହରଣ କରି ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe