ଦିଲ୍ଲୀରୁ ୩ ନାଇଜେରିୟା ନାଗରିକଙ୍କ ମୃତଦେହ ଉଦ୍ଧାର

Advertisment
ଦିଲ୍ଲୀରୁ ୩ ନାଇଜେରିୟା ନାଗରିକଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଲୀର ଉତ୍ତମ ନଗର ଅଞ୍ଚଳରେ ଏକ ଫ୍ଲାଟ୍‌ରୁ ୩ ଜଣ ନାଇଜେରିୟା ନାଗରିକଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ସେମାନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ଫରେନ୍‌୍‌ସିକ ଯାଞ୍ଚ ଜାରି ରହିଛି। ସେମାନେ ବାଣିଜ୍ୟ ଭିସାରେ ଭାରତ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe