ସଂସଦୀୟ କମିଟିରେ ଓଡ଼ିଶାର ୩ ମହିଳା ସାଂସଦ

ଏକ ନୂଆ ସଂସଦ ଭବନ ଲୋଡ଼ା

India TV News

ନୂଆଦିଲ୍ଲୀ : ବିଜେପି ସାଂସଦ ଡଃ ହିନା ବିଜୟ କୁମାର ଗାଭିଟ୍‌ଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ୩୦ ଜଣିଆ ମହିଳା ସଶକ୍ତୀକରଣ ସଂସଦୀୟ କମିଟିରେ ଓଡ଼ିଶାର ତିନିଜଣ ମହିଳା ସାଂସଦ ସ୍ଥାନ ପାଇଛନ୍ତି। ୩ ସାଂସଦ ହେ‌ଲେ, ଲୋକସଭାର ବିଜେଡି ସାଂସଦ ଶର୍ମିଷ୍ଠା ସେଠୀ ଓ ବିଜେପିର ସଙ୍ଗୀତା କୁମାରୀ ସିଂହଦେଓ ଏବଂ ରାଜ୍ୟସଭା ସାଂସଦ ମମତା ମହନ୍ତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe