ବୌଦ୍ଧ ସନ୍ନ୍ୟାସୀଙ୍କୁ ବାଘ ଖାଇଗଲା

Advertisment
ବୌଦ୍ଧ ସନ୍ନ୍ୟାସୀଙ୍କୁ ବାଘ ଖାଇଗଲା

ନୂଆଦିଲ୍ଲୀ: ମହାରାଷ୍ଟ୍ର ଜଙ୍ଗଲରେ ବାଘ ଆକ୍ରମଣରେ ଜଣେ ବୌଦ୍ଧ ସନ୍ନ୍ୟାସୀଙ୍କର ମୃତ୍ୟୁ ଘଟିଛି। ୩୫ ବର୍ଷୀୟ ବୌଦ୍ଧ ସନ୍ନ୍ୟାସୀ ରାହୁଲ ୱାକେ ଏକ ଗଛମୂଳେ ପ୍ରାର୍ଥନାରେ ବସିଥିବା ସମୟରେ ବାଘ ଆକ୍ରମଣର ଶିକାର ହୋଇଥିଲେ। ସୂଚନାନୁଯାୟୀ ରାଜ୍ୟ ରାଜଧାନୀ ମୁମ୍ବାଇଠାରୁ ୮୨୫ କିମି ଦୂରରେ ଥିବା ଏହି ଜଙ୍ଗଲଟି କେବଳ ବାଘଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ। ଏଠାକୁ ଧ୍ୟାନ ପାଇଁ ସାଧୁ ସନ୍ଥଙ୍କୁ ବାରଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe