ଏନ୍‌କାଉଣ୍ଟରରେ ‘ଟାଇଗର’ର ମୃତ୍ୟୁ, ୨ ପୁଲିସ ଆହତ

Advertisment
ଦିଲ୍ଲୀରେ ଦୁଃଖଦ ଘଟଣା, ବନ୍ଦଘରୁ ମିଳିଲା ଦୁଇ ପିଲାଙ୍କ ମୃତଦେହ ଓ କ୍ଷତାକ୍ତ ମା’

NDTV.com

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ରୋହିଣୀର ବେଗମପୁର ଅଞ୍ଚଳରେ ଶୁକ୍ରବାର ଦିନ ପୁଲିସ ସହ ଏନ୍‌କାଉଣ୍ଟରରେ ‘ଟାଇଗର’ ନାମକ ଜଣେ ଅପରାଧୀର ମୃତ୍ୟୁ ହୋଇଥିବାବେଳେ ୨ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଏକାଧିକ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା। ମୃତ ଅପରାଧୀ ହେଉଛି ଦୀପକ ଓରଫ ଟାଇଗର। ଆହତ ଦୁଇ ପୁଲିସ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe