ପାକିସ୍ତାନକୁ ଫେରିଲା ଟିକ୍‌ଟକ୍‌

ଗୁଗୁଲକୁ ଟପି ବିଶ୍ବର ଲୋକପ୍ରିୟ ଓ୍ବେବସାଇଟରେ ପରିଣତ ହେଲା ଟିକଟକ୍

TechnoIndia

ଇସଲାମାବାଦ୍ : ପାକିସ୍ତାନରେ ପୁଣିଥରେ ଟିକ୍‌ଟକ୍‌ ଆପ୍‌ ଫେରିଛି। ଅଶ୍ଳୀଳତା ପାଇଁ ସରକାର ଟିକ୍‌ଟକ୍‌ ଆପ୍‌ ବ୍ୟାନ୍‌ କରିଥିଲେ। କିନ୍ତୁ ଏବେ ପୁଣି ଚୀନ୍‌ ଚାପରେ ଟିକ୍‌ ଟକ୍‌ ଆପ୍‌କୁ ଅନୁମତି ପ୍ରଦାନ କରିଛନ୍ତି। ପାକିସ୍ତାନ ଏବଂ ଚୀନ୍‌ କହିଛନ୍ତି, ସେମାନଙ୍କ ବନ୍ଧୁତା ସମୁଦ୍ର ଠାରୁ ବି ଗଭୀର ଏବଂ ହିମାଳୟଠାରୁ ମଧ୍ୟ ଉଚ୍ଚ। ଚୀନ୍‌ର ଟିକ୍‌ ଟକ୍‌ ଆପ୍‌ ବନ୍ଦ କଲେ ପାକିସ୍ତାନକୁ ବିଭିନ୍ନ ବାଟରେ କ୍ଷତି ସହିବାକୁ ପଡ଼ିଥାନ୍ତା। ଚୀନ୍‌ ସହ ପାକିସ୍ତାନର ସମ୍ପର୍କ ବି ଖରାପ୍‌ ହୋଇଥାନ୍ତା। ତେଣୁ ପାକିସ୍ତାନ ଚୀନ୍‌ ଚାପରେ ବାଧ୍ୟ ହୋଇ ଟିକ୍‌ଟକ୍‌ ଆପ୍‌କୁ ପୁଣି ଫେରାଇ ଆଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe