ଆଜି ଘୋଷଣା ହେବ କର୍ଣ୍ଣାଟକ ଉପନିର୍ବାଚନ ଫଳ

ଆଜି ଘୋଷଣା ହେବ କର୍ଣ୍ଣାଟକ ଉପନିର୍ବାଚନ ଫଳ

India Today

ନୂଆଦିଲ୍ଲୀ: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପାଙ୍କ ନେତୃତ୍ବରେ ଗଠିତ ବିଜେପି ସରକାରର ଭବିଷ୍ୟତ ଆସନ୍ତାକାଲି ନିର୍ଦ୍ଧାରଣ ହେବ। ଚଳିତମାସ ୫ ତାରିଖରେ ୧୫ଟି ଆସନରେ ଅନଷ୍ଠିତ ହୋଇଥିବା ନିର୍ବାଚନର ଫଳ ଆସନ୍ତାକାଲି ପ୍ରକାଶ ପାଇବ। ୧୧ଟି କେନ୍ଦ୍ରରେ ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହେବ। ଫଳାଫଳ ଅପରାହ୍ଣ ସୁଦ୍ଧା ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି। ୟେଦୁରପ୍ପାଙ୍କୁ ସରକାରରେ ରହିବା ପାଇଁ ହେଲେ ଦଳକୁ ଅତିକମ୍‌ରେ ୬ଟି ଆସନରେ ବିଜୟୀ ହେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe