ଭାରତୀୟ ବାୟୁସେନା ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗସ୍ତ

Advertisment
ଭାରତୀୟ ବାୟୁସେନା ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗସ୍ତ

zeenews

ହାଇଦ୍ରାବାଦ: ଭାରତୀୟ ବାୟୁସେନା ବିମାନର ଏକ ପ୍ରଶିକ୍ଷଣ ବିମାନ ହାଇଦ୍ରାବାଦ ନିକଟରେ ଗୁରୁବାର ଦୁର୍ଘଟଣାଗସ୍ତ ହୋଇଛି। ଏହି ଦୁର୍ଘଟଣା କିଭଳି ଓ କାହିକିଁ କି ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ କହାରି କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା ଘଟିବା ସମୟରେ ପାଇଲଟ ସମେତ ତିନିଜଣ ବିମାନରେ ଥିଲେ।

ସୂଚନାଯୋଗ୍ୟ, ଭାରତୀୟ ବାୟୁସେନା ବିମାନର ଏକ ପ୍ରଶିକ୍ଷଣ ବିମାନ ହାକିମପେଟ ଏୟାରଫୋର୍ସ ଷ୍ଟେସନ୍‌ରୁ ଉଡାଣ ଆରମ୍ଭ କରିଥିଲା। ତେବେ ଆଜି ସକାଳ ୧୧.୫୦ମିନିଟରେ ତେଲଙ୍ଗାନାର କେସାରାରେ ଏହି ବିମାନଟି ଦୁର୍ଘଟଣାଗସ୍ତ ହୋଇଥିଲା। ପାଇଲଟ ଦୁର୍ଘଟଣା ସମୟରେ ବିମାନରୁ ପରାଚୁଟ ଜରିଆରେ ବାହାରକୁ ବାହାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe