ତୃଣମୂଳକୁ ଝଟ୍‌କା : ଇସ୍ତଫା ଦେଲେ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

ତୃଣମୂଳକୁ ଝଟ୍‌କା : ଇସ୍ତଫା ଦେଲେ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

Buziness Bytes

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସରଗରମ ହେଉଛି। ତୃଣମୂଳର ବରିଷ୍ଠ ନେତା ତଥା ରାଜ୍ୟ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଶୁଭେନ୍ଦୁଙ୍କ ପାଇଁ ଦ୍ବାର ଖୋଲା ରହିଛି ବୋଲି ବିଜେପି କହିଥିବା ବେଳେ ତାଙ୍କର ଏଭଳି ନିଷ୍ପତ୍ତି ମମତାଙ୍କୁ ଶକ୍ତ ଝଟ୍‌କା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe