ପୁଲ୍‌ୱାମା ଆକ୍ରମଣକୁ ୩ ବର୍ଷ ପୂରିଲା: ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି

Advertisment
ପୁଲ୍‌ୱାମା ଆକ୍ରମଣକୁ ୩ ବର୍ଷ ପୂରିଲା: ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ପୁଲୱାମା ଆତଙ୍କବାଦୀ ଆକ୍ରମଣର ତୃତୀୟ ବର୍ଷପୂର୍ତ୍ତି ଅବସରରେ ସୋମବାର ଦିନ ସହିଦ ସିଆର୍‌ପିଏଫ୍‌ ଯବାନମାନଙ୍କୁ ସମଗ୍ର ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଭାରତୀୟ ସେନା ଏହାର ଅଫିସିଆଲ ହ୍ୟାଣ୍ଡେଲରେ ଟୁଇଟ୍ କରି ସାହସୀ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ପାଇଁ ସହିଦ ଯବାନମାନଙ୍କ ଉଲ୍ଲେଖନୀୟ ସେବାକୁ ମନେ ପକାଇଛନ୍ତି। ଭାରତୀୟ ସେନା ପକ୍ଷରୁ ଜେନେରାଲ ଏମ୍‌ ଏମ୍‌ ନରବଣେ ଟ୍ବିଟ୍‌ କରି ସହିଦ ଜବାନମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ଥଳସେନା ମୁଖ୍ୟ ଏମଏମ ନରବଣେ ମଧ୍ୟ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଥିସହିତ ବହୁ ରାଜନେତା, ସେଲିବ୍ରିଟି ଏବଂ ନେଟେନିଜେନ ଟ୍ୱିଟରରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe