ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ଆଗରେ ଅଛନ୍ତି ମହୁଆ ମୋଇତ୍ର

Advertisment
ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ଆଗରେ ଅଛନ୍ତି ମହୁଆ ମୋଇତ୍ର

ନୂଆଦିଲ୍ଳୀ: ପଶ୍ଚିମବଙ୍ଗର କୃଷ୍ଣନଗର ଆସନରେ ତୃଣମୂଳ କଂଗ୍ରେସର ମହୁଆ ମୋଇତ୍ର ବିଜେପିର ଅମ୍ରିତା ରାୟଙ୍କୁ ପଛରେ ପକାଇ ଆଗରେ ଅଛନ୍ତି।

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁସାରେ, ୧.୩୫ ସମୟ ସୁଦ୍ଧା ମହୁଆ ୬୦ ହଜାର ଭୋଟ୍ ଆଗରେ ଅଛନ୍ତି । ତାଙ୍କୁ ୨,୯୮,୮୨୧ ଭୋଟ୍ ମିଳିଥିବା ବେଳେ ଅମ୍ରିତା ରୟଙ୍କୁ ୨,୩୮,୨୯୪ ଭୋଟ୍ ମିଳିଛି।

ଚାଲିଥିବା ମତଗଣନା ଅନୁସାରେ ପଶ୍ଚିମବଙ୍ଗରେ ୪୨ଟି ଲୋକସଭା ଆସନରେ ମହୁଆ ମୋଇତ୍ରଙ୍କ ଦଳ ୩୧ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୧୦ଟି ଆସନରେ ଆଗରେ ଅଛି।  ଗତ ୨୦୨୯ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ୮ଟି ଆସନ ହରାଇଥିବା ବେଳେ ତୃଣମୂଳ ୯ଟି ଆସନ‌ରେ ବିଜୟୀ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe