ଦିଲ୍ଲୀରେ ତ୍ରିକୋଣୀୟ ଲଢ଼େଇ

Advertisment
ଦିଲ୍ଲୀରେ ତ୍ରିକୋଣୀୟ ଲଢ଼େଇ

ନୂଆଦିଲ୍ଲୀ: ଦିଲ୍ଲୀରେ ଆଗାମୀ ୧୨ ତାରିଖ ଦିନ ୭ଟି ଲୋକସଭା ଆସନ ପାଇଁ ଭୋଟ୍‌ ହେବାକୁ ଥିବା ବେଳେ ସବୁ ଆସନରେ ତ୍ରିକୋଣୀୟ ମୁକାବିଲା ହେଉଛି। ୨୦୧୪ରେ ମଧ୍ୟ ତ୍ରିକୋଣୀୟ ମୁକାବିଲାରେ ସମସ୍ତ ଆସନ ବିଜେପିକୁ ଯାଇଥିବାରୁ ଏଥର ମଧ୍ୟ ଫାଇଦା ଉଠାଇବା ଆଶାରେ ବିଜେପି ରହିଛି। ଦିଲ୍ଲୀରେ କଂଗ୍ରେସ ଏବଂ ଆମ୍‌ ଆଦ୍‌ମି ପାର୍ଟି ମଧ୍ୟରେ ମେଣ୍ଟ କରିବା ପାଇଁ ଶେଷ ପର୍ଯ୍ୟନ୍ତ ପ୍ରୟାସ ଜାରି ରହିଥିଲେ ମଧ୍ୟ ଏହା ସମ୍ଭବ ହୋଇନଥିଲା। ଦିଲ୍ଲୀ ପ୍ରଦେଶ କଂଗ୍ରେସ ମୁଖ୍ୟ ଶିଲା ଦୀକ୍ଷିତ ଆପ୍‌ ସେ ମେଣ୍ଟ ପାଇଁ ଚାହୁନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe