ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ପରିବାରକୁ କରୋନା

Advertisment
ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ପରିବାରକୁ କରୋନା

India TV News

ଅଗରତାଲା : ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କ ପରିବାରର ଦୁଇ ଜଣ ସଭ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ରାତିରେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ ପରିବାର ସଭ୍ୟଙ୍କୁ କରୋନା ‌େହବାପରେ ‌େସ ନିଜେ କରୋନା ପରୀକ୍ଷା କରାଇଛନ୍ତି। ରି‌ପୋର୍ଟ ଆସିନାହିଁ। ତେବେ ସେ ନିଜକୁ ଏବେ ସଂଗରୋଧରେ ରଖିଛନ୍ତି। ସୂଚନ‌ାଯୋଗ୍ୟ ଯେ ଗତକାଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା କରୋନା ଆକ୍ରାନ୍ତ ହେବାପରେ ମେଡିକାଲରେ ଭର୍ତି ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe