Advertisment

୪ ଥର ଫୋନ କରିଥିଲେ ଟ୍ରମ୍ପ, ଉଠାଇନଥିଲେ ମୋଦୀ

Advertisment

ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଶୁଳ୍କ ବିବାଦ ବାବଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚାରିଥର ଫୋନ୍ କରିଥିଲେ, କିନ୍ତୁ ମୋଦୀ କଥା ହୋଇନଥିଲେ ବୋଲି ଏକ ଜର୍ମାନ ସମ୍ବାଦପତ୍ର ଦାବି କରିଛି ।

New Project (30)

 ନୂଆଦିଲ୍ଲୀ : ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଶୁଳ୍କ ବିବାଦ ବାବଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚାରିଥର ଫୋନ୍ କରିଥିଲେ, କିନ୍ତୁ ମୋଦୀ କଥା ହୋଇନଥିଲେ ବୋଲି ଏକ ଜର୍ମାନ ସମ୍ବାଦପତ୍ର ଦାବି କରିଛି । 

ଏକ ଜର୍ମାନ ଖବରକାଗଜ ଏଫଏଜେଡ୍  ଟ୍ରମ୍ପ ଏବଂ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସବୁକିଛି ଠିକ୍ ନାହିଁ ବୋଲି ଦାବି କରିବା ପରେ, ଚର୍ଚ୍ଚା ବୃଦ୍ଧି ପାଇଛି । ଏହି ରିପୋର୍ଟ  ଅନୁଯାୟୀ, ଶୁଳ୍କ ବିବାଦକୁ ନେଇ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୪ ଥର ଫୋନ କରିଥିଲେ ବି ସେ ଉଠାଇନଥିଲେ । ତେବେ ଆମେରିକା କିମ୍ବା ଭାରତ ସରକାର ଏହି ପ୍ରସଙ୍ଗରେ ଆନୁଷ୍ଠାନିକ ଭାବରେ କିଛି କହିନାହାଁନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe