କୋଭିଡ୍‌ରୁ ବାହାରି ଟ୍ରମ୍ପ୍‌ ନିର୍ବାଚନ ପ୍ରଚାରରେ ନାଚିଲେ

Advertisment
କୋଭିଡ୍‌ରୁ ବାହାରି ଟ୍ରମ୍ପ୍‌ ନିର୍ବାଚନ ପ୍ରଚାରରେ ନାଚିଲେ

Image Courtesy of Hindustan Times

ଵାସିଂଟନ: କୋଭିଡ୍‌ ପଜିଟିଭ୍‌ ବାହାରିବା ପରେ ପ୍ରାୟ ଦୁଇ ସପ୍ତାହ ଧରି ନିଜ ନିର୍ବାଚନ ପ୍ରଚାରରୁ ଦୂରେଇ ରହିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ସୋମବାର ଫ୍ଲୋରିଡ଼ା ଠାରେ ଏକ ବିଶାଳ ସମାବେଶକୁ ଉଦ୍‌ବୋଧନ ଦେଇ ସେ ତାଙ୍କର ପ୍ରଚାରକୁ ପୁଣି ଆଗେଇ ନେଇଛନ୍ତି। ଓର୍ଲାଣ୍ଡ୍‌ ନିକଟ ସାନ୍‌ଫୋର୍ଡ ଠାରେ ସେ କରୋନାମୁକ୍ତ ବୋଲି ଘୋଷଣା କରି ଏକ ପଲ୍ଲୀଗୀତର ତାଳେ ତାଳେ ନାଚିବା ଦୃଶ୍ୟ ଦର୍ଶକମାନଙ୍କୁ ବେଶ୍ ମୁଗ୍‌ଧ କରିଥିଲା। ତେବେ ଏଥିପାଇଁ ଟ୍ବିଟରରେ ତାଙ୍କୁ ଅନେକ ସମାଲୋଚନା ମଧ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe