ରାଣୀ ଏଲିଜ଼ାବେଥ୍‌ଙ୍କ ଭାଷଣ ବେଳେ ଢୁଳାଇଲେ ଟ୍ରମ୍ପ୍‌

Advertisment
ରାଣୀ ଏଲିଜ଼ାବେଥ୍‌ଙ୍କ ଭାଷଣ ବେଳେ ଢୁଳାଇଲେ ଟ୍ରମ୍ପ୍‌

ଲଣ୍ଡନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ପୁଣି ସମାଲୋଚନାର ଶରବ୍ୟ ହୋଇଛନ୍ତି। ତାଙ୍କର ଲଣ୍ଡନ ଗସ୍ତ ବେଳେ ସେ ପ୍ରୋଟୋକଲ ଭାଙ୍ଗିବା ସହିତ ରାଣୀ ଏଲିଜ଼ାବେଥ୍‌ଙ୍କୁ ଛୁଇଁବା ଭଳି ବ୍ୟବହାର ଦେଖାଇ ଟ୍ରମ୍ପ୍‌ ଚର୍ଚ୍ଚାକୁ ଆସିଛନ୍ତି। ତେବେ ରାଣୀ ଏଲିଜାବେଥ୍‌ ଭାଷଣ ଦେଉଥିବା ବେଳେ ଟ୍ରମ୍ପ୍‌ ଢୁଳାଉଥିବା ଦେଖିବାକୁ ମିଳିବା ପରେ ଏହା ବିଶ୍ବ ବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଛି। ସୋସିଆଲ ମିଡିଆରେ ଟ୍ରମ୍ପ୍‌ଙ୍କ ଢୁଳାଇବା ଭିଡିଓ ଭାଇରାଲ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe