Advertisment

ମୁଁ ହିଁ ଭାରତ-ପାକ୍ ଯୁଦ୍ଧ ଅଟକାଇଥିଲି : ଟ୍ରମ୍ପ

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ପରେ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପୂର୍ବ ବୟାନରେ ଅଟଳ ରହିଛନ୍ତି । ସେ ପୁଣି ଥରେ କହିଛନ୍ତି ଯେ ସେ ଭାରତ ଓ ପାକିସ୍ତାନ ଯୁଦ୍ଧ ଅଟଥିଲେ, ଯାହାକି ଏକ ପରମାଣୁ ଯୁଦ୍ଧରେ ପରିବର୍ତ୍ତିତ ହେବାର ଆଶଙ୍କା ଥିଲା । 

New Project (19)

ଓ୍ବାସିଂଟନ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ପରେ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପୂର୍ବ ବୟାନରେ ଅଟଳ ରହିଛନ୍ତି । ସେ ପୁଣି ଥରେ କହିଛନ୍ତି ଯେ ସେ ଭାରତ ଓ ପାକିସ୍ତାନ ଯୁଦ୍ଧ ଅଟକାଇଥିଲେ, ଯାହାକି ଏକ ପରମାଣୁ ଯୁଦ୍ଧରେ ପରିବର୍ତ୍ତିତ ହେବାର ଆଶଙ୍କା ଥିଲା । 

ଭାରତ ପକ୍ଷରୁ ବାରମ୍ବାର କୁହାଯାଉଛି ଯେ ଭାରତ-ପାକ ସଂଘର୍ଷ ବିରତି ପଛରେ କୌଣସି ତୃତୀୟ ଦେଶର କୌଣସି ଭୂମିକା ନାହିଁ । ଉଭୟ ଦେଶର ସେନା ମଧ୍ୟରେ ଆଲୋଚନା ମାଧ୍ୟମରେ ଯୁଦ୍ଧ ଅଟକିଥିଲା । 

ଅଜରବୈଜାନ ରାଷ୍ଟ୍ରପତି ଇଲହାମ ଅଲିୟେଭ ଏବଂ ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପାଶିନୟାନଙ୍କ ଉପସ୍ଥିତିରେ ଆମେରିକା ରାଷ୍ଟ୍ରପତି ଏହି ବିବୃତ୍ତି ଦେଇଛନ୍ତି। ଏହି ତିନି ନେତା ଏକ ତ୍ରିପାକ୍ଷିକ ସ୍ୱାକ୍ଷର ଉତ୍ସବରେ ଯୋଗ ଦେଇଥିଲେ, ଯେଉଁଠାରେ ଆମେରିକାର ମଧ୍ୟସ୍ଥତାରେ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଟ୍ରମ୍ପ କହିଛନ୍ତି, 'ରାଷ୍ଟ୍ରପତି ଭାବରେ ମୋର ସବୁଠାରୁ ବଡ଼ ଆକାଂକ୍ଷା ହେଉଛି ବିଶ୍ୱରେ ଶାନ୍ତି ଏବଂ ସ୍ଥିରତା ଆଣିବା। ଭାରତ ଏବଂ ପାକିସ୍ତାନ ସହିତ ଆମର ସଫଳତା ପରେ ଆଜିର ଚୁକ୍ତି ହୋଇଛି।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe