Image Courtesy of Firstpost
ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ବିତୀୟ ଥର ରିପବ୍ଲିକାନ ଦଳର ପ୍ରାର୍ଥୀ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କୁ ଅଡ଼ୁଆରେ ପକାଇବା ଭଳି ଏକ ରିପୋର୍ଟ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଛି। ଟ୍ରମ୍ପ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ହେବା ବର୍ଷ ଆମେରିକା ସରକାରଙ୍କୁ ମାତ୍ର ୭୫୦ ଡଲାର ( ବର୍ତ୍ତମାନର ବିନିମୟ ମୂଲ୍ୟରେ ଭାରତୀୟ ମୁଦ୍ରାରେ ଏହା ୫୫,୨୨୬ ଟଙ୍କା)। ତେବେ ୨୦୧୭ରେ ସେ କିମ୍ବା ତାଙ୍କ କମ୍ପାନି ଭାରତରେ ୧୪୫,୪୦୦ ଡଲାର ଟିକସ ଦେଇଛନ୍ତି।
Follow Us