ଭର୍ଚୁଆଲ୍‌ ବିତର୍କ କରିବାକୁ ଟ୍ରମ୍ପ୍‌ ମନା କରିଦେଲେ

ସେୟ‌ାର ବଜାରକୁ ପ୍ରଭାବିତ କରିପାରେ ଆମେରିକା ନିର୍ବାଚନ ଫଳାଫଳ

DNA India

ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ସହ ଭର୍ଚୁଆଲ୍‌ ବିତର୍କ କାର୍ଯ୍ୟକ୍ରମରେ ସାମିଲ ହେବେନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଆଜି ମନା କରିଦେଇଛନ୍ତି। ଅପରପକ୍ଷେ, ଟ୍ରମ୍ପ୍‌ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ସହ ମୁହାଁମୁହିଁ ବିତର୍କ କରିବେ ନାହିଁ ବୋଲି ପୂର୍ବରୁ ବାଇଡେନ୍‌ ମନା କରିଦେଇଥିଲେ। ବାଇଡେନ୍‌ଙ୍କ ସହ ଭର୍ଚୁଆଲ ବିତର୍କରେ ସାମିଲ ହେବେ ନାହିଁ ବୋଲି ଟ୍ରମ୍ପ୍‌ ମନା କରିଦେବା ପରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ରାଷ୍ଟ୍ରପତି ନିର୍ବାଚନ ପାଇଁ ଉଭୟଙ୍କ ମଧ୍ୟରେ ପ୍ରଥମ ବିତର୍କ ସରିଥିବା ବେଳେ ଆହୁରି ୨ଟି ପର୍ଯ୍ୟାୟରେ ବିତର୍କ ହେବାକୁ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe