Trump spoke with Zelensky on the phone Photograph: (sambad.in)
ୱାଶିଂଟନ: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିରପୁଟିନଙ୍କ ସହିତ ବୈଠକ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡଟ୍ରମ୍ପ୍ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ ଫୋନରେ କଥାବାର୍ତ୍ତା ହୋଇଛନ୍ତି। ଟ୍ରମ୍ପ୍ ଜେଲେନସ୍କିଙ୍କୁ ଆମେରିକା ଡକାଇଛନ୍ତି।
ଅଧିକ ପଢ଼ନ୍ତୁ: ପୁଟିନଙ୍କୁ ସାମ୍ବାଦିକଙ୍କ ପ୍ରଶ୍ନ, ସାଧାରଣ ଲୋକଙ୍କ ହତ୍ୟା କେବେ ବନ୍ଦ ହେବ
ଏହି ନିମନ୍ତ୍ରଣ ପାଇଁ ସେ ଆମେରିକା ରାଷ୍ଟ୍ରପତିଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ତାଙ୍କର ଆମେରିକା ଗସ୍ତ ଦୁଇ ଦେଶ ମଧ୍ୟରେ ସହଯୋଗ ଏବଂ ରୁଷିଆ ୟୁକ୍ରେନ୍ ଯୁଦ୍ଧ ଶେଷ କରିବା ରଣନୀତି ପାଇଁ ବିଶେଷ ଗୁରୁତ୍ବପୂର୍ଣ୍ଣ ବୋଲି ଜେଲେନସ୍କି କହିଛନ୍ତି।
ଅଧିକ ପଢ଼ନ୍ତୁ:ପ୍ରେମାନନ୍ଦ ମହାରାଜଙ୍କୁ କିଡନୀ ଦେବାକୁ କହି ଟ୍ରୋଲ ହେଲେ ରାଜ୍ କୁନ୍ଦ୍ରା
USA | Ukraine | donald-trump | volodymyr-zelensky
Follow Us