ଫଟୋ ଟ୍ବିଟ୍‌ କରି ଓବାମାଙ୍କୁ ନିଶାଣ କଲେ ଟ୍ରମ୍ପ୍‌

ଫଟୋ ଟ୍ବିଟ୍‌ କରି ଓବାମାଙ୍କୁ ନିଶାଣ କଲେ ଟ୍ରମ୍ପ୍‌

PJ Media

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଆଜି ପୂର୍ବ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କୁ ଟ୍ବିଟର୍‌ରେ ଟାର୍ଗେଟ୍‌ କରିଛନ୍ତି। ଓବାମାଙ୍କୁ ଏକ ଗୁଇନ୍ଦା ଭାବେ ଦର୍ଶାଇ ସେ ଏକ ଫଟୋ ଟ୍ବିଟ୍‌ କରିବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଟ୍ରମ୍ପ୍‌ ଏଥିରେ କହିବାକୁ ଚାହିଛନ୍ତି ଯେ ତାଙ୍କ ବ୍ୟକ୍ତିଗତ ଜୀବନରେ ବିରୋଧୀମାନେ ଅଯଥା ହସ୍ତକ୍ଷେପ କରୁଛନ୍ତି। ତେବେ ଏହି ଟ୍ବିଟ୍‌ ପାଇଁ ଟ୍ରମ୍ପ୍‌ଙ୍କୁ ମଧ୍ୟ ଅନେକ ସମାଲୋଚନା କରିଛନ୍ତି ଏବଂ ସେ ଓବାମାଙ୍କ ପ୍ରତି ଅସହିଷ୍ଣୁ ହୋଇ ଏଭଳି କରିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe