ଇରାନ୍‌କୁ ଟ୍ରମ୍ପ୍‌ଙ୍କ ଚେତାବନୀ:ଆମେରିକାକୁ ଡରାଇବା ବନ୍ଦକର

Advertisment
ଇରାନ୍‌କୁ ଟ୍ରମ୍ପ୍‌ଙ୍କ ଚେତାବନୀ:ଆମେରିକାକୁ ଡରାଇବା ବନ୍ଦକର

ଓ୍ଵାସିଂଟନ୍‌: ତୈଳ ରପ୍ତାନିକୁ ନେଇ ଆମେରିକା ଓ ଇରାନ୍‌ ମଧ୍ୟରେ ବିବାଦ ବଢ଼ିଥିବା ବେଳେ ଏବେ ଦୁଇଦେଶ ମୁହାଁମୁହିଁ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇରାନ୍‌କୁ ଆଜି ଚେତାବନୀ ଦେଇଛନ୍ତି। ଆମେରିକାକୁ ଡରାଇବା ବନ୍ଦ କରିବା ଲାଗି ସେ ଟ୍ଵିଟର୍‌ରେ ତାଗିଦ୍‌ କରିଛନ୍ତି। ଆମେରିକାର ଅଜବ ନୀତି ଯୋଗୁ ଯୁଦ୍ଧ ପରିସ୍ଥିତି ଉପୁଜିପାରେ ବୋଲି ଇରାନ୍‌ ରାଷ୍ଟ୍ରପତି ହସନ୍‌ ରୁହାନି କହିଥିଲେ। ଏହାର ଜବାବ ଦେଇ ଟ୍ରମ୍ପ୍‌ ରୁହାନିକୁ ଭର୍ତ୍ସନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe