ତୁହିନ କାନ୍ତ ପାଣ୍ଡେଙ୍କୁ ଅତିରିକ୍ତ ଦାୟିତ୍ୱ

Advertisment
ତୁହିନ କାନ୍ତ ପାଣ୍ଡେଙ୍କୁ ଅତିରିକ୍ତ ଦାୟିତ୍ୱ

ET Government

ନୂଆଦ୍ଲଲ୍ଲୀ : ଡିପାର୍ଟମେଣ୍ଟ ଅଫ୍ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟର ସଚିବ ରୂପେ ଅବସ୍ଥାପିତ ୧୯୮୭ ବ୍ୟାଚର ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ ତୁହିନ କାନ୍ତ ପାଣ୍ଡେଙ୍କୁ କେନ୍ଦ୍ର କର୍ପୋରେଟ୍ ବ୍ୟାପାରର ସଚିବ ରୂପେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିବା ନେଇ ନିଯୁକ୍ତି ସମ୍ପର୍କୀତ କ୍ୟାବିନେଟ୍ ଅନୁମୋଦନ କରିଛି। କେନ୍ଦ୍ର କର୍ପୋରେଟ୍ ସଚିବ ରାଜେଶ ବର୍ମାଙ୍କ ଅନୁପସ୍ଥିତ ଅବଧିରେ ତୁହିନ କାନ୍ତ ପାଣ୍ଡେ କର୍ପୋରେଟ୍ ସଚିବ ରୂପେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe