କଂଗ୍ରେସରେ ଯୋଗ ଦେ‌ଲେ ଟିଭି ଅଭିନେତ୍ରୀ ଶିଳ୍ପା ସିନ୍ଧେ

Advertisment
କଂଗ୍ରେସରେ ଯୋଗ ଦେ‌ଲେ ଟିଭି ଅଭିନେତ୍ରୀ ଶିଳ୍ପା ସିନ୍ଧେ

ମୁମ୍ବାଇ: ଟିଭି ଅଭିନେତ୍ରୀ ଶିଳ୍ପା ସିନ୍ଧେ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ମୁମ୍ବାଇ‌‌ରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ସିନ୍ଧେ କଂଗ୍ରେସରେ ସାମିଲ ହୋଇଛନ୍ତି। ଦଳର ମହାରାଷ୍ଟ୍ର ମୁଖ୍ୟ ସଞ୍ଜୟ ନିରୁପମ ଆଜି ସିନ୍ଧେଙ୍କୁ କଂଗ୍ରେସରେ ସ୍ବାଗତ କରିଥିଲେ। ୪୨ ବର୍ଷୀୟା ସିନ୍ଧେ ୧୯୯୯ରେ ଟେଲିଭିଜନ୍‌ ଡେବ୍ୟୁ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe