ଜୁଲାଇ ଦ୍ବିତୀୟ ସପ୍ତାହରେ ଘରକୁ ଫେରିବେ ଜଗା-ବଳିଆ

Advertisment

୨୯ରେ ବସିବ ଉଚ୍ଚସ୍ତରୀୟ ବୈଠକ

୨୯ରେ ବସିବ ଉଚ୍ଚସ୍ତରୀୟ ବୈଠକ

ଜୁଲାଇ ଦ୍ବିତୀୟ ସପ୍ତାହରେ ଘରକୁ ଫେରିବେ ଜଗା-ବଳିଆ

ନୂଆଦିଲ୍ଲୀ : ଦୁଇ ବର୍ଷ ହେଲା ଏମ୍‌ସ, ନୂଆଦିଲ୍ଲୀରେ ଚିକିତ୍ସିତ ହେଉଥିବା ଜଗା-ବଳିଆ ଜୁଲାଇ ମାସ ଦ୍ବିତୀୟ ସପ୍ତାହରେ ନିଜ ଘରକୁ ଫେରିବେ। ଚଳିତ ମାସ ୨୯ତାରିଖରେ ଓଡ଼ିଶା ସରକାର ଓ ଏମ୍‌ସ କର୍ତ୍ତୃପକ୍ଷଙ୍କର ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ଏଥିରେ ଜଗା-ବଳିଆଙ୍କୁ ଡିସଚାର୍ଜ କରିବା‌ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ ଯେ ଜୁଲାଇ ୨୦୧୭ରୁ ଦୁଇ ଶିଶୁ ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି। ଅକ୍ଟୋବର ୨୫, ୨୦୧୭ରେ ଏକ ବିରଳ ଅସ୍ତ୍ରୋପଚାରରେ ଯୋଡ଼ା ମୁଣ୍ଡରୁ ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe