ରାୟପୁର: ଜେସିବି ଟାୟାର ଫାଟି ଦୁଇ ମୃତ। ଏପରି ଅଭାବନୀୟ ଖବର ଆସିଛି ଛତିଶଗଡର ରାଜଧାନୀ ରାୟପୁରରୁ। କାୟପୁରର ଉଦ୍ୟୋଗିକ କ୍ଷେତ୍ର ସିଲତାରା ଅଂଚଳରେ ଗୋଟିଏ କାରଖାନା ଭିତରେ ଜେସିବିର ଟାୟାରରେ ହାଓ୍ବା ଭରୁ ଥିଲେ ଦୁଇ କର୍ମଚାରୀ। ସେଇ ସମୟରେ ହଠାତ୍ ଟାୟାରଟି ଫାଟି ଯିବାକୁ ଦୁଇ ଶ୍ରମିକ ଖିନଭିନ୍ ହୋଇ ପଡିଥିଲେ। ଘଟଣା ସ୍ଥଳରେ ହିଁ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।
ଛତିଶଗଡ଼ରେ ଅଘଟଣ: ଜେସିବି ଟାୟାର ଫାଟି ଦୁଇ ମୃତ
Advertisment
Follow Us