ପାରାଦୀପ ପୋର୍ଟ ଟ୍ରଷ୍ଟ୍‍: ୨ ପ୍ରକଳ୍ପ କାର୍ଯ୍ୟ ଶେଷ, ୧୧ଟି କାର୍ଯ୍ୟ ଜାରି

Advertisment
ମାଲ୍ ପରିବହନରେ ପାରାଦୀପ ବନ୍ଦର ଦ୍ବିତୀୟ

ନୂଆଦିଲ୍ଲୀ : ସାଗରମାଳା ଯୋଜନା ଅନ୍ତର୍ଗତ ପାରାଦୀପ ପୋର୍ଟ ଟ୍ରଷ୍ଟ୍‍ରେ ଦୁଇଟି ପ୍ରକଳ୍ପ କାର୍ଯ୍ୟ ଶେଷ କରାଯାଇଥିବା ବେଳେ ଆଉ ୧୧ଟି ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ନିର୍ମାଣ କରାଯାଉଥିବା ୧୧ଟି ପ୍ରକଳ୍ପରେ ସମୁଦାୟ ୯୮୫୪ କୋଟି ଟଙ୍କା ବ୍ୟୟ କରାଯିବ। ସାଗରମାଳା ଯୋଜନା ଅନ୍ତର୍ଗତ ପାରାଦୀପ ପୋର୍ଟ୍‌ରେ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପ ସମ୍ପର୍କରେ ସାଂସଦ କୁଳମଣି ସାମଲଙ୍କ ଦ୍ୱାରା ପଚରାଯାଇଥିବା ଅଣତାରକା ପ୍ରଶ୍ନର ଉତ୍ତରରେ ଲୋକସଭାରେ ଏହି ସୂଚନା ଦେଇଥିଲେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe