ଆମେରିକା ରାଷ୍ଟ୍ରପତି ନିର୍ବାଚନ, ଜୋ ବାଇଡେନ୍‌ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଘୋଷିତ

Advertisment
ଆମେରିକା ରାଷ୍ଟ୍ରପତି ନିର୍ବାଚନ, ଜୋ ବାଇଡେନ୍‌ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଘୋଷିତ

BusinessLIVE

ନୂଆଦିଲ୍ଲୀ: ଆମେରିକାର ପୂର୍ବ ରାଷ୍ଟ୍ରପତି ଜୋ ବାଇଡେନ ଆନୁଷ୍ଠାନିକ ଭାବେ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷିତ ହୋଇଛନ୍ତି। ବାଇଡେନ୍‌ ଡେମୋକ୍ରାଟିକ୍‌ ପାର୍ଟିର ନାମାଙ୍କନ ହାସଲ କରିବା ପାଇଁ ୧୯୯୧ରୁ ଅଧିକ ପ୍ରତିନିଧିଙ୍କ ସମର୍ଥନ ହାସଲ କରିପାରିଛନ୍ତି। ପ୍ରାର୍ଥୀ ଘୋଷଣା ହେବାପରେ ବାଇଡେନ କହିଛନ୍ତି ଯେ ଦଳ ଏକଜୁଟ ହୋଇ ଏଥର ନିର୍ବାଚନ ଲଢ଼ିବ ଏବଂ ଆମେରିକାରେ ସମୃଦ୍ଧିର ଏକ ନୂଆ ଯୁଗ ଆରମ୍ଭ କରିବାକୁ ପ୍ରୟାସ କରିବ। ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ଆଗାମୀ ନିର୍ବାଚନରେ ବାଇଡେନ୍‌ କଡ଼ା ଚ୍ୟାଲେଂଜ ଦେବେ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe