ଗରିବ ଦେଶରେ ବେକାରି ଅଧିକ

Advertisment
ଗରିବ ଦେଶରେ ବେକାରି ଅଧିକ

ନୂଆଦିଲ୍ଲୀ : କରୋନା ମହାମାରୀ ପ୍ରଭାବରେ ବିଶ୍ବର ଅଧିକାଂଶ ଦେଶରେ ବେକାରି ସମସ୍ୟା ବଢ଼ିଥିଲା। ଏବେ କିନ୍ତୁ ସେଥିରେ ସୁଧାର ଘଟୁଛି। ମହାମାରୀ ପୂର୍ବରୁ ବେକାରି ସ୍ଥିତି ଯାହା ଥିଲା ସେହିଭଳି ସମୟ ଫେରିଆସିବ ବୋଲି ଅନୁମାନ କରାଯାଉଛି। ମାତ୍ର ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌ଓ) ରିପୋର୍ଟ ଅନୁସାରେ ଗରିବ ଦେଶଗୁଡ଼ିକରେ ସ୍ଥିତି ଏପର୍ଯ୍ୟନ୍ତ ସୁଧୁରିନାହିଁ। ସେଠାରେ ବେକାରି ସମସ୍ୟା ଏବେବି ଅଧିକ ରହିଛି। ଆଫ୍ରିକା ଓ ଆରବ ଅଞ୍ଚଳରେ ବେକାରି ସମସ୍ୟାରେ ସୁଧାର ହେବା ଲାଗି ଆହୁରି ସମୟ ଲାଗିବ ବୋଲି ଆକଳନ କରାଯାଇଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe