‘ମନ୍‌ କି ବାତ୍‌’ର ଐତିହାସିକ ୧୦୦ତମ ଅଧ୍ୟାୟକୁ ବେଙ୍ଗାଲୁରୁ‌ରେ ଶୁଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

‘ମନ୍‌ କି ବାତ୍‌’ର ଐତିହାସିକ ୧୦୦ତମ ଅଧ୍ୟାୟକୁ ବେଙ୍ଗାଲୁରୁ‌ରେ ଶୁଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ବେଙ୍ଗାଲୁରୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍‌ କି ବାତ୍‌’ର ଐତିହାସିକ ୧୦୦ତମ ଅଧ୍ୟାୟକୁ ବେଙ୍ଗାଲୁରୁସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ଶୁଣିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ବଣମଲ୍ଲୀଙ୍କୁ ଲୋକଲୋଚନକୁ ଆଣିବାରେ ଏକ ମାଧ୍ୟମରେ ପରିଣତ ହୋଇଛି। ସେମାନେ ସମାଜରେ ମଧ୍ୟ ପରିଚୟ ଲାଭ କରିପାରିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe