କେନ୍ଦ୍ରମନ୍ତ୍ରୀ ହରଦୀପ୍ ସିଂ ପୁରୀ ‌କଲେ ମତଦାନ: କହିଲେ, ସହଜରେ ୪୦୦ ଆସନ ଅତିକ୍ରମ କରିବୁ

କେନ୍ଦ୍ରମନ୍ତ୍ରୀ ହରଦୀପ୍ ସିଂ ପୁରୀ ‌କଲେ ମତଦାନ: କହିଲେ, ସହଜରେ ୪୦୦ ଆସନ ଅତିକ୍ରମ କରିବୁ

ନୂଆଦିଲ୍ଲୀ: ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନଲାଗି ମତଦାନ ଶନିବାର ସକାଳ ୭ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ୮ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଜାରି ରହିଛି। ମୋଟ୍ ୫୮ଟି ଲୋକସଭା ଆସନ ଲାଗି ଭୋଟର ମତଦାଧିକାର ସାବ୍ୟସ୍ତ କରୁଛନ୍ତି ।

କେନ୍ଦ୍ର ମନ୍ତ୍ରୀ ହରଦୀପ୍ ସିଂ ପୁରୀ ତାଙ୍କ ପତ୍ନୀ ଲକ୍ଷ୍ମୀ ପୁରୀଙ୍କ ସହ ଦିଲ୍ଲୀରେ ମତଦାନ କରିଛନ୍ତି। ଏହା ପରେ ସେ କହିଥିଲେ ଯେ ୪୦୦ ଆସନ ଅତିକ୍ରମ କରିବା'ମୁଁ ଅନୁଭବ କରୁଛି ଏବଂ ୪୦୦ ଆସନ ଅତିକ୍ରମ କରିବାରେ କୌଣସି ଅସୁବିଧା ନାହିଁ। ଆମର ୩୭ ସହଯୋଗୀ ଅଛନ୍ତି ଏବଂ ଆମେ ସହଜରେ ୪୦୦ ଆସନ ଅତିକ୍ରମ କରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe