କଙ୍ଗନାଙ୍କୁ କ୍ଷତିପୂରଣ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

Advertisment
କଙ୍ଗନାଙ୍କୁ କ୍ଷତିପୂରଣ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

Connexionblog

ମୁମ୍ବାଇ : ବିଏମ୍‌ସି ବୁଲ୍‌ଡୋଜର ଲଗାଇ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଫିସ ଭାଙ୍ଗିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ କଙ୍ଗନାକୁ ସମର୍ଥନ କରିଛନ୍ତି। କଙ୍ଗନାଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ଦାବି‌ରେ ଆଜି କେନ୍ଦ୍ରମନ୍ତ୍ରୀ ଅଠାୱାଲେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିଛନ୍ତି। ମହାରାଷ୍ଟ୍ର ସରକାର ଅନ୍ୟାୟ ଭାବେ କଙ୍ଗନାଙ୍କ ଅଫିସ ଭା‌ଙ୍ଗିବା ସହ ସମ୍ପତ୍ତି ନଷ୍ଟ କରିଛନ୍ତି। ଏଣୁ ତାଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯାଉ ବୋଲି ଅଠାୱାଲେ ଦାବି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଗତକାଲି କଙ୍ଗନା‌ଙ୍କୁ ଭେଟି ସମବେଦନା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe