ଉତ୍ତରପ୍ରଦେଶରେ ଅମାନବୀୟ କାଣ୍ଡ: ସ୍ବାମୀଙ୍କୁ ଗଛରେ ବାନ୍ଧି ମହିଳାଙ୍କୁ ଗଣଦୁଷ୍କର୍ମ

Advertisment
ସରକାରୀ ଚାକିରିରୁ ବହିଷ୍କୃତ ହେଲେ ସିପାହୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମହିଳାଙ୍କ ବିରୋଧରେ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି। ରାମପୁରରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଆଗରେ ଗଣଦୁଷ୍କର୍ମର ଶିକାର ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଦୁଷ୍କର୍ମକାରୀମାନେ ମହିଳାଙ୍କ ସ୍ବାମୀଙ୍କୁ ଏକ ଗଛରେ ବାନ୍ଧିଦେଇ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଅଭିଯୁକ୍ତମାନେ ମଧ୍ୟ ସମ୍ପୃକ୍ତ ଘଟଣାର ଭିଡିଓ ରେକର୍ଡିଂ କରି ଏହାକୁ ସୋସିଆଲ ମିଡିଆରେ ଭାଇରାଲ୍‌ କରିଛନ୍ତି। ଉକ୍ତ ଦମ୍ପତି ପୁଲିସରେ ଏନେଇ ଅଭିଯୋଗ କରିବାପ‌ରେ ପୁଲିସ ଏହି ଘଟଣାରେ ମାମଲା‌ ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe