ୟୁପି ବର୍ଷା ବିତ୍ପାତ: ୧୨ ମୃତ

Advertisment
ୟୁପି ବର୍ଷା ବିତ୍ପାତ: ୧୨ ମୃତ

ଲକ୍ଷ୍ନୌ: ୟୁପିରେ ଏବେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ଗତ ଗୁରୁବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ହେତୁ ରାଜ୍ୟରେ ୭୦ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। ପାଖାପାଖି ୮୦ ଜଣ ଆହତ ହୋଇଛନ୍ତି। ୪୫୦ରୁ ଊର୍ଦ୍ଧ୍ୱ ଘରଦ୍ୱାର ଭାଙ୍ଗିପଡ଼ିଛି। ୟୁପିର ଶାହରଣପୁରେରେ ସର୍ବାଧିକ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe