ଆମେରିକା ସଂସଦ ଭବନ ହିଂସା : ଦଙ୍ଗାକାରୀ ଅଧିକାରୀମାନଙ୍କୁ ହତ୍ୟା ଯୋଜନା କରିଥିଲେ!

Advertisment
ଆମେରିକା ସଂସଦ ଭବନ ହିଂସା : ଦଙ୍ଗାକାରୀ ଅଧିକାରୀମାନଙ୍କୁ ହତ୍ୟା ଯୋଜନା କରିଥିଲେ!

Business Today

ୱାସିଂଟନ : ଆମେରିକା କ୍ୟାପିଟଲ୍‌ ବିଲ୍‌ଡିଂ (ସଂସଦ ଭବନ)ରେ ଗତ ସପ୍ତାହରେ ଘଟିଥିବା ହିଂସାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗୁଇନ୍ଦା ଅଧିକାରୀମାନଙ୍କ ରିପୋର୍ଟରୁ ଜଣାପଡ଼ିଛି ଯେ ଦଙ୍ଗକାରୀମାନେ ସଂସଦ ଭବନରେ କାର୍ଯ୍ୟରତ କେତେକ ଅଧିକାରୀ ଓ କର୍ମଚାରୀଙ୍କୁ ଅପହରଣ କରିବା ସହ ହତ୍ୟା ଯୋଜନା କରିଥିଲେ। ଏହି ରିପୋର୍ଟ ମୁତାବକ କେତେକ ନିର୍ଦ୍ଦିଷ୍ଟ ଅଂଚଳରୁ ଆସିଥିବା ଦଙ୍ଗାକାରୀମାନେ ଏଥିପାଇଁ ସମସ୍ତ ପ୍ରସ୍ତୃତି କରିଥିଲେ। ତେବେ ସୁରକ୍ଷା କର୍ମୀଙ୍କ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସେମାନଙ୍କ ଯୋଜନା ପଣ୍ଡ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe