ଟସ୍ ଜିତିଲା ଆମେରିକା: ପ୍ରଥମେ ବୋଲିଂ ନିଷ୍ପତ୍ତି

Advertisment
ଟସ୍ ଜିତିଲା ଆମେରିକା: ପ୍ରଥମେ ବୋଲିଂ ନିଷ୍ପତ୍ତି

ଆଣ୍ଟିଗୁଆ: ଟି-୨୦ ବିଶ୍ବକପର ସୁପର ୮ ଗ୍ରୁପ୍-୨ରେ ବୁଧବାର ଆମେରିକା ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହୋଇଛନ୍ତି। ଆଣ୍ଟିଗୁଆର ନର୍ଥ ସାଉଣ୍ଡର ସାର୍ ଭିଭିଆନ୍ ରିଚାର୍ଡସ୍ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ

ଆମେରିକା ଅଧିନାୟକ ଆରୋନ୍ ଜୋନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ ମାର୍କ୍ରାମଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।

ଯୁକ୍ତରାଷ୍ଟ୍ର ଆମେରିକା ସ୍କ୍ବାଡ୍‌ରେ ଆଣ୍ଡ୍ରିସ୍ ଗୋସ୍ (ୱିକେଟକିପର) , ଆରୋନ୍ ଜୋନ୍ସ (ଅଧିନାୟକ) , ଶାୟାନ୍ ଜାହାଙ୍ଗୀର , ଷ୍ଟିଭେନ୍ ଟେଲର , ନୀତୀଶ କୁମାର , କୋରେ ଆଣ୍ଡରସନ , ହରମିତ ସିଂ , ଶ୍ୟାଡଲି ଭାନ ଶାଲକୱିକ , ଜସଦୀପ ସିଂ , ସୌରଭ ନେଟ୍ରାଭାଲକର , ଅଲି ଖାନ , ନୋଷ୍ଟୁଶ କେଞ୍ଜିଗେ , ମୋନାଙ୍କ ପଟେଲ , ନିସର୍ଗ ପଟେଲ , ମିଲିନ୍ଦ କୁମାର ପ୍ରମୁଖ ଅଛନ୍ତି।

ସେହିପରି ଦକ୍ଷିଣ ଆଫ୍ରିକା ସ୍କ୍ବାଡ୍‌ରେ କ୍ୱିଣ୍ଟନ୍ ଡି କକ୍ (ୱିକେଟକିପର) , ଆଡେନ ମାର୍କ୍ରାମ (ଅଧିନାୟକ) , ରେଜା ହେଣ୍ଡ୍ରିକ୍ସ , ହେନରିଚ୍ କ୍ଲାସେନ୍ , ଡେଭିଡ ମିଲର , ଟ୍ରାଇଷ୍ଟ ଷ୍ଟବ୍ସ , ମାର୍କୋ ଜାନସେନ୍ , କାଗିସୋ ରାବାଡା , ଅନରିଚ୍ ନର୍ଟେଜେ , ଓଟନିଲ ବାର୍ଟମ୍ୟାନ୍ , ଟାବ୍ରାଇଜ୍ ଶାମସି , କେଶବ ମହାରାଜ , ବିଜର୍ନ ଫର୍ଟୁଇନ୍ , ରିଆନ୍ ରିକେଲଟନ୍ , ଜେରାଲ୍ଡ କୋଟେଜି ପ୍ରମୁଖ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe