ଭି.ଆର୍‌. ଚୌଧାରି ହେଲେ ବାୟୁ ସେନାର ପଶ୍ଚିମ କମାଣ୍ଡ ମୁଖ୍ୟ

ପ୍ରତିରକ୍ଷା ଇତିହାସରେ ଯୋଡ଼ି ହେବ ନୂଆ ଅଧ୍ୟାୟ: ବାଲେଶ୍ୱର ରାଜପଥରେ ଜରୁରୀ ଅବତରଣ କରିବ ବାୟୁସେନା ବିମାନ!

A Mirage-2000 fighter jet takes off from the closed-off section of Sun Yat-sen freeway at Chang-hua county in central Taiwan May 15, 2007. Taiwan is staging a series of live-fire military exercises this week aimed at demonstrating how the island's armed forces would fight off an attack from arch rival China, the Defence Ministry said. The fighter jets were practising for the possibility that air bases were knocked out by enemy attacks forcing jets to refuel and re-equip elsewhere. This is the second stage of the annual Han Kuang -- or Chinese Glory-- exercise. REUTERS/Claro Cortes IV (TAIWAN) - GM1DVGKZBHAA

ନୂଆଦିଲ୍ଲର: ଏୟ‌ାର ମାର୍ଶଲ ଭି.ଆର୍‌. ଚୌଧାରି ବାୟୁସେନାର ପଶ୍ଚିମ କମାଣ୍ଡ ମୁଖ୍ୟ ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଉତ୍ତର ଭାରତ ସମେତ ଲଦାଖରେ ସୃଷ୍ଟି ହୋଇଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଚୌଧାରିଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି। ବାୟୁସେନାର ପଶ୍ଚିମ କମାଣ୍ଡ ମୁଖ୍ୟ ପଦବୀରୁ ଏୟାର ମାର୍ଶଲ ବି. ସୁରେଶଙ୍କ ଅବସର ଗ୍ରହଣ ପରେ ଭି.ଆର୍‌. ଚୌଧାରି ଏହି ଦାୟିତ୍ବ ବହନ କରିଛନ୍ତି। ନ୍ୟାସନାଲ ଡିଫେନ୍‌ସ ଏକାଡେମିର ଆଲୁମିନି ଭାବେ ଭି.ଆର. ଚୌଧାରି ୧୯୮୨ରେ ବାୟୁସେନାର ଫାଇଟର ‌ଷ୍ଟ୍ରିମକୁ ଆସିଥିଲେ। ୩୮ ବର୍ଷର ଅଭିଜ୍ଞତା କାଳରେ ସେ ମିଗ୍‌-୨୧, ମିଗ୍‌-୨୩, ଏମ୍‌ଏଫ୍‌, ମିଗ୍‌-୨୯, ସୁଖୋଇ-୩୦ ଭଳି ଲଢୁଆ ବିମାନ ଚଳାଇବାର ସୁଯୋଗ ପାଇଛନ୍ତି। ଆକାଶରେ ସେ ୩,୮୦୦ ଘଣ୍ଟା କାଳ ଏଭଳି ଲଢୁଆ ବିମାନ ଉଡ଼େଇବାର ସୁଯୋଗ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe