ମଣି ରତ୍ନମ୍ ଅସୁସ୍ଥ

Advertisment
ମଣି ରତ୍ନମ୍ ଅସୁସ୍ଥ

Pinkvilla

ଚେନ୍ନାଇ : ଖ୍ୟାତନାମା ସିନେମା ପ୍ରାୟୋଜକ ତଥା ନିର୍ଦ୍ଦେଶକ ମଣି ରତ୍ନମ ଅସୁସ୍ଥ ହୋଇ ପଡ଼ିଛନ୍ତି। ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ହସ୍ପିଟାଲ ପକ୍ଷରୁ କୁହାଯାଇଛି, ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ନିୟମିତ ଯାଞ୍ଚ ପାଇଁ ସେ ଡାକ୍ତରଖାନାକୁ ଆସିଥିଲେ। ରବିବାର ଡାକ୍ତରଖାନରେ ଭିର୍ତ୍ତି ହୋଇଥିବା ମଣି ରତ୍ନମଙ୍କୁ ସୋମବାର ଘରକୁ ଛଡ଼ାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe