ରାହୁଲଙ୍କୁ ଉପରାଷ୍ଟ୍ରପତିଙ୍କ ପରାମର୍ଶ: ଦେଶକୁ ବଦନାମ କରନାହିଁ

Advertisment
ରାହୁଲଙ୍କୁ ଉପରାଷ୍ଟ୍ରପତିଙ୍କ ପରାମର୍ଶ: ଦେଶକୁ ବଦନାମ କରନାହିଁ

Times of India

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଭାରତକୁ ରେପ୍‌ କ୍ୟାପିଟାଲ (ଦୁଷ୍କର୍ମ ରାଜଧାନୀ) ବୋଲି କହି ସମାଲୋଚନା କରୁଥିବାରୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଏହି ମାମଲାରେ ରାହୁଲଙ୍କୁ ପରାମର୍ଶ ଦେଇ ଦେଶକୁ ବଦନାମ ନ କରିବାକୁ କହିଛନ୍ତି। ଭାରତୀୟ ପରମ୍ପରାରେ ମହିଳାମାନଙ୍କ ପ୍ରତି ସର୍ବାଧିକ ସମ୍ମାନ ରହିଛି ଏବଂ କେତେକ ସ୍ଥାନରେ ଘଟୁଥିବା ଅପରାଧ ପାଇଁ ପୂରା ଦେଶକୁ ବଦନାମ କରିବା ଉଚିତ ନୁହେଁ ବୋଲି ଉପ ରାଷ୍ଟ୍ରପତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe