ଏଲ୍‌ଏସ୍‌ଜି ପାଇଁ ବିଜୟ ଲକ୍ଷ୍ୟ ୧୮୧ ରନ୍

ମ୍ୟାଚ୍‌ରେ ଟସ୍ ଜିତି ଏଲ୍‌ଏସ୍‌ଜି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଜିଟି ପଡ଼ିଆକୁ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ଜିଟି ଧାର୍ଯ୍ୟ ୨୦ ଓଭରରେ ୬ ୱିକେଟ ହରାଇ ୧୮୦ ରନ୍ କରିଛି। ଫଳରେ ଏଲ୍‌ଏସ୍‌ଜି ପାଇଁ ବିଜୟ ଲକ୍ଷ୍ୟ ୧୮୧ ରନ୍ ରହିଛି...

ଅଦ୍ୟତନ ହୋଇଛି
Victory target 181 runs for LSG

Victory target 181 runs for LSG Photograph: (sambad.in)

ଲକ୍ଷ୍ନୌ: ଶନିବାର ଆଇପିଏଲ ୨୦୨୫ର ୨୬ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପରଜ୍ୟାଣ୍ଟସ୍ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ହେଉଛି। ଏହି ମ୍ୟାଚ୍ ଲକ୍ଷ୍ନୌର ଘରୋଇ ପଡ଼ିଆ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି।

ମ୍ୟାଚ୍‌ରେ ଟସ୍ ଜିତି ଏଲ୍‌ଏସ୍‌ଜି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଜିଟି ପଡ଼ିଆକୁ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ଜିଟି ଧାର୍ଯ୍ୟ ୨୦ ଓଭରରେ ୬ ୱିକେଟ ହରାଇ ୧୮୦  ରନ୍ କରିଛି। ଫଳରେ ଏଲ୍‌ଏସ୍‌ଜି ପାଇଁ ବିଜୟ ଲକ୍ଷ୍ୟ ୧୮୧ ରନ୍ ରହିଛି।

ଅଧିକ ପଢ଼ନ୍ତୁ: ଭାରତୀୟ ଉପମହାଦେଶ ଦୁଇ ଭାଗରେ ଭାଙ୍ଗିବା ଆଶଙ୍କା: ବାରମ୍ବାର ଭୂକମ୍ପ ସମ୍ପର୍କରେ ଭୟଙ୍କର ସୂଚନା

ଜିଟି ପକ୍ଷରୁ ସାଇ ସୁଦର୍ଶନ ୫୬ ରନ୍ କରିଥିବାବେଳେ ଶୁବମାନ୍ ଗିଲ୍ ୬୦ ରନ୍ କରିଥିଲେ। ସେହିପରି ଜୋସ୍ ବଟଲର ୧୬ ରନ୍, ଶ୍ରେଫେନ୍ ରଦରଫୋର୍ଡ  ୨୨ ରନ୍  ଏବଂ ଶାହରୁଖ୍ ଖାନ୍ ୧୧ ରନ୍ କରିଥିଲେ।

ଏଲ୍‌ଏସ୍‌ଜି ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୨ ୱିକେଟ ନେଇଥିଲେ।  ସେହିପରି ଦିଗେଶ ସିଂ ରାଠୋର ଗୋଟିଏ ୱକେଟ, ଆଭେଶ ଖାନ୍ ଗୋଟିଏ ୱିକେଟ ଏବଂ ରବି ବିଶ୍ନୋଇ ୨ ଟି ୱିକେଟ ନେଇଥିଲେ।

ଅଧିକ ପଢ଼ନ୍ତୁ: ପାକିସ୍ତାନର ୧.୫ ଲକ୍ଷରୁ ଅଧିକ ଶ୍ରମିକଙ୍କୁ ଚାକିରି ଦେବ ବେଲାରୁଷ୍

 Indian Premier League 2025 | LSG vs GT | 26th Match

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe