ସନ୍ ରାଇଜର୍ସ ହାଇଦ୍ରାବାଦ୍ ପାଇଁ ବିଜୟ ଲକ୍ଷ୍ୟ ୨୧୫ ରନ୍

Advertisment
ସନ୍ ରାଇଜର୍ସ ହାଇଦ୍ରାବାଦ୍ ପାଇଁ ବିଜୟ ଲକ୍ଷ୍ୟ ୨୧୫ ରନ୍

ହାଇଦ୍ରାବାଦ୍: ଆଇପିଏଲ୍‌ର ୬୯ତମ ମ୍ୟାଚ୍‌ରେ ସନ୍ ରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ) ଏବଂ ପଞ୍ଜାବ କିଙ୍ଗସ୍(ପିବିକେଏସ) ମୁହାଁମୁହିଁ ହୋଇଛନ୍ତି।
ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍ ଅଧିନାୟକ ଜିତେଶ ଶର୍ମା ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସନ୍ ରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କୁମିନ୍ସଙ୍କ ନେତୃତ୍ବରେ ବୋଲିଂ କରିବା ଆରମ୍ଭ କରିଥିଲା।

ପଞ୍ଜାବ କିଙ୍ଗସ୍ ଧାର୍ଯ୍ୟ ୨୦ ଓଭରରେ ୫ ୱିକଟେ ହରାଇ ୨୧୪ ରନ୍ କରିଥିଲା। ଫଳରେ ସନ୍ ରାଇଜର୍ସ ହାଇଦ୍ରାବାଦ୍ ପାଇଁ ବିଜୟ ଲକ୍ଷ୍ୟ ୨୧୫ ରନ୍ ରହିଛି।

ପଞ୍ଜାବ କିଙ୍ଗସ୍ ପକ୍ଷରୁ ଅର୍ଥଭା ଟାଇଡେ ୪୬ ରନ୍ କରିଥିବାବେଳେ ପ୍ରଭସିମରନ୍ ସିଂ ୭୧ ରନ୍ କରିଥିଲେ। ସେହିପରି ରିଲ୍ ରୋସଓ ୪୯ ରନ୍ , ଜିତେଶ ଶର୍ମା ୨୬ ରନ୍ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe