କଶ୍ମୀରରେ ବ୍ୟାପକ ହିଂସା

Advertisment
କଶ୍ମୀରରେ ବ୍ୟାପକ ହିଂସା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଲାଗୁ ହେଉଥିବା ଧାରା ୩୫-କକୁ ଉଚ୍ଛେଦ କରାଯିବ ବୋଲି ଗୁଜବ ସୃଷ୍ଟି ହେବା ପରେ ଏହାକୁ ନେଇ କଶ୍ମୀରରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକମାନେ କିଛି ସ୍ଥାନରେ ଜାତୀୟ ରାଜପଥ ବନ୍ଦ କରିଦେବା ସହିତ ଦୋକାନ ବଜାର ବନ୍ଦ କରିଦେଇଥିଲେ। ଲୋକମାନେ ସୁରକ୍ଷା ବାହିନୀ ଉପରକୁ ପଥର ମାଡ଼ କରିଥିଲେ। ଇତିମଧ୍ୟରେ ସୁପ୍ରିମ୍‌କୋର୍ଟରେ ହୋଇଥିବା ଏକ ନୂଆ ପିଟିସନ୍‌ ଉପରେ ଶୁଣାଣି ସ୍ଥଗିତ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe