ରାୟପୁର: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଚାଲିଛି। ସିରିଜର ଦ୍ୱିତୀୟ ମ୍ୟାଚ୍ ରାୟପୁରରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆର ଆରମ୍ଭ ଭଲ ହୋଇ ନଥିଲା।
ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲ ଶୀଘ୍ର ଆଉଟ୍ ହୋଇଥିଲେ। ତା’ପରେ ବିରାଟ କୋହଲି ଏବଂ ରୁତୁରାଜ ଗାଏକ୍ବାଡ୍ ବ୍ୟାଟିଂ ଭାର ଗ୍ରହଣ କରିଥିଲେ।
That maiden ODI hundred feeling! 💯😎
— BCCI (@BCCI) December 3, 2025
A Roaring knock in Raipur from Ruturaj Gaikwad 🙌
Updates ▶️ https://t.co/oBs0Ns6SqR#TeamIndia | #INDvSA | @IDFCFIRSTBank | @Ruutu1331pic.twitter.com/8xvlsKyjDr
ଟିମ୍ ଇଣ୍ଡିଆର ଦମ୍ଦାର ବ୍ୟାଟିଂ
ଗାଏକ୍ବାଡ୍ ଚମତ୍କାର ଖେଳି ଏକଦିବସୀୟରେ ନିଜର ପ୍ରଥମ ଶତକ ହାସଲ କରିଛନ୍ତି।
Play it on loop ➿
— BCCI (@BCCI) December 3, 2025
Just like Virat Kohli 😎💯
Yet another masterful knock! 🫡
Updates ▶️ https://t.co/oBs0Ns6SqR#TeamIndia | #INDvSA | @IDFCFIRSTBankpic.twitter.com/WYbSDLEQRo
ସେ ୮୩ ବଲ୍ରେ ୧୦୫ ରନ୍ କରି ପାଭିଲିୟନ ଫେରିଥିଲେ। ବିରାଟ କୋହଲି ୯୦ ବଲ୍ରେ ନିଜର ୮୪ତମ ଏକଦିବସୀୟ ଶତକ ହାସଲ କରିଛନ୍ତି।
𝙐𝙣𝙨𝙩𝙤𝙥𝙥𝙖𝙗𝙡𝙚! 👑
— BCCI (@BCCI) December 3, 2025
BACK to BACK ODI HUNDREDS for Virat Kohli 🫡🫡
His 5⃣3⃣rd in ODIs 💯
Updates ▶️ https://t.co/oBs0Ns6SqR#TeamIndia | #INDvSA | @IDFCFIRSTBank | @imVkohlipic.twitter.com/sahZeIUo19
ଆହୁରି ପଢ଼ନ୍ତୁ:India vs South Africa 2nd ODI: ଟିମ୍ ଇଣ୍ଡିଆର ଦୁର୍ଭାଗ୍ୟ: ଅଲୋଡ଼ା ରେକର୍ଡରେ ଆଗରେ
ଗାଏକ୍ବାଡ୍ ପୂର୍ବରୁ ଭାରତ ପାଇଁ ଟି-୨୦ରେ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ସେ ଧୂଆଁଧାର ବ୍ୟାଟିଂ କରି ୭୭ ବଲ୍ରେ ତାଙ୍କର ଶତକ ପୂରଣ ସୃଷ୍ଟି କରିଥିଲେ। ସେ ୧୨ ଚୌକା ସହିତ ୨ଟି ଛକା ମାରିଥିଲେ।
Maiden ODI Century! 💯🥳
— BCCI (@BCCI) December 3, 2025
A special knock this from Ruturaj Gaikwad! 🔥
Updates ▶️ https://t.co/oBs0Ns6SqR#TeamIndia | #INDvSA | @IDFCFIRSTBankpic.twitter.com/cnIhlR5JgE
ଆହୁରି ପଢ଼ନ୍ତୁ:Annual Examination: ଫ୍ରେବୁଆରି ୧୮ରୁ ଯୁକ୍ତ୨ ବାର୍ଷିକ ପରୀକ୍ଷା, ପ୍ରଥମ ଥର ୱେବ୍ କାଷ୍ଟିଙ୍ଗ୍ ବ୍ୟବସ୍ଥା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/03/virat-ruturajs-batting-both-batsmen-scored-centuries-2025-12-03-16-25-45.jpeg)