ବିଶ୍ବ ହିନ୍ଦୁ ପରିଷଦ ବୈଠକ:ଏଜେଣ୍ଡାରେ ରାମ ମନ୍ଦିର, ଧାରା ୩୭୦

Advertisment
ବିଶ୍ବ ହିନ୍ଦୁ ପରିଷଦ ବୈଠକ:ଏଜେଣ୍ଡାରେ ରାମ ମନ୍ଦିର, ଧାରା ୩୭୦

ନୂଆଦିଲ୍ଲୀ: ହରିଦ୍ବାରରେ ଆସନ୍ତାକାଲିଠାରୁ ବିଶ୍ବ ହିନ୍ଦୁ ପରିଷଦର ଦୁଇ ଦିନିଆ ବୈଠକ ହେବ। ପ୍ରତିବର୍ଷ ଭିଏଚ୍‌ପିର କେନ୍ଦ୍ରୀୟ ମାଗଦର୍ଶକ ମଣ୍ଡଳ ବୈଠକ ହରିଦ୍ବାରରେ ହୋଇଥାଏ। ଏହି ବୈଠକରେ ବହୁ ସଂଖ୍ୟାରେ ସାଧୁସନ୍ଥମାନେ ଯୋଗ ଦିଅନ୍ତି। ତେବେ ଏଥର ବୈଠକରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ, ନାଗରିକତା ସଂଶୋଧନ ବିଲ୍‌, ଜମ୍ମୁ କଶ୍ମୀରର ଧାରା ୩୫ଏ, ଧାରା ୩୭୦ ଏବଂ ଗୋସୁରକ୍ଷା ମୁଖ୍ୟ ପ୍ରସଙ୍ଗ ରହିଛି। ଏସବୁ ପ୍ରସଙ୍ଗରେ ବିଶ୍ବ ହିନ୍ଦୁ ପରିଷଦର ନିଷ୍ପତ୍ତି ସରକାରଙ୍କୁ ଜଣାଇ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe