ଦେଶର ଭବିଷ୍ୟତ ପାଇଁ ମତଦାନ କରନ୍ତୁ: ମତଦାନ ପ;ରେ ସ୍ମୃତି ଇରାନୀଙ୍କ ବିବୃତ୍ତି

ଦେଶର ଭବିଷ୍ୟତ ପାଇଁ ମତଦାନ କରନ୍ତୁ: ମତଦାନ ପ;ରେ ସ୍ମୃତି ଇରାନୀଙ୍କ ବିବୃତ୍ତି

ଆମେଠି: ଭୋଟ୍ ଦେବା ପରେ ଉତ୍ତରପ୍ରଦେଶର ଆମେଠି ଲୋକସଭା ଆସନର ବିଜେପି ସାଂସଦ ତଥା ପ୍ରାର୍ଥୀ ସ୍ମୃତି ଇରାନୀ କହିଛନ୍ତି ଯେ ମୁଁ ସୌଭାଗ୍ୟବାନ୍ କାରଣ ଏକ ବିକଶିତ ଭାରତର ସଂକଳ୍ପ ନେଇ ମୁଁ ମୋ ଗାଁ ଗୌରୀଗଞ୍ଜରେ ଭୋଟ୍ ଦେଇଛି।

ମୁଁ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରୁଛି । ଏହା ଦ୍ବାରା ସେମାନେ ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିପାରିବେ। ଦେଶର ଭବିଷ୍ୟତ ପ୍ରତି ଏହା ଆମର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe