ନୂଆଦିଲ୍ଲୀ : ଉପ-ରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି ।
ଏହି ଟ୍ଵିଟରେ କୁହାଯାଇଛି ଯେ ଆଜି ସକାଳେ ଉପରାଷ୍ଟ୍ରପତିଙ୍କ ନିୟମିତ କରୋନା ପରୀକ୍ଷା ହୋଇଥିଲା । ସେଥିରେ ତାଙ୍କ ନମୁନା ପଜିଟିଭ ଆସିଛି । ତେବେ ତାଙ୍କର କୌଣସି ଲକ୍ଷଣ ନାହିଁ ଓ ସେ ସୁସ୍ଥ ଅଛନ୍ତି । ତାଙ୍କ ପତ୍ନୀ ଉଷା ନାଇଡୁଙ୍କ ନମୁନା ନେଗେଟିଭ ବାହାରିଛି । ସେ ମଧ୍ୟ କ୍ୱାରାଣ୍ଟାଇନରେ ଅଛନ୍ତି ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us