କ୍ରୁଜ୍‌ ଡ୍ରଗ୍ସ ମାମଲା‌ରେ ବେପରୁଆ ତଦନ୍ତ: ୱାଙ୍ଖଡ଼େଙ୍କୁ ଚେନ୍ନାଇ ବଦଳି

Advertisment
କ୍ରୁଜ୍‌ ଡ୍ରଗ୍ସ ମାମଲା‌ରେ ବେପରୁଆ ତଦନ୍ତ: ୱାଙ୍ଖଡ଼େଙ୍କୁ ଚେନ୍ନାଇ ବଦଳି

Bar and Bench

ମୁମ୍ବାଇ : ଏନ୍‌ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) କ୍ରୁଜ୍ ଡ୍ରଗ୍ ମାମଲାରେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍‌ୟନ ଖାନ୍‌ଙ୍କୁ କ୍ଳିନ୍ ଚିଟ୍ ଦେବା ପରେ ଦାୟିତ୍ବହୀନ ତଦନ୍ତ ପାଇଁ ଏହାର ପୂର୍ବତନ ମୁମ୍ବାଇ ଜୋନ୍ ମୁଖ୍ୟ ସମୀର ୱାଙ୍ଖଡ଼େଙ୍କୁ ସୋମବାର ଚେନ୍ନାଇ ବଦଳି କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ କ୍ରୁଜ୍ ଡ୍ରଗ୍ ମାମଲାରେ ୱାଙ୍ଖଡ଼େ ଆର୍‌ୟନଙ୍କୁ ଗିରଫ କରିବା ପରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା। ଏହାପରେ ୱାଙ୍ଖଡ଼େଙ୍କୁ ଉକ୍ତ ତଦନ୍ତ ଦାୟତ୍ବରୁ ଅପସାରିତ କରାଯାଇଥିଲା। ଆର୍‌ୟନ ଖାନ୍‌ଙ୍କୁ ଏବେ ଏନ୍‌ସିବି ଡ୍ରଗ୍ ମାମଲାରୁ ମୁକ୍ତ କରିବା ପରେ ଦାୟିତ୍ବହୀନ ତଦନ୍ତ ପାଇଁ ୱାଙ୍ଖଡ଼େଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସରକାର ସୁପାରିସ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe